କେନ୍ଦ୍ରସରକାରଙ୍କ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡ଼ି ଗର୍ଜି ଉଠିଲା

Spread the love

ଯାଜପୁର, ୨୨/୧୧/୨୦୨୧ (ସନ୍ଧାନ ନିଉଜ) : ବାରମ୍ବାର କେନ୍ଦ୍ରସରକାରଙ୍କ ପକ୍ଷରୁ ଗ୍ୟାସ ଦର ବୃଦ୍ଧି କରିବାରୁ ଗରିବ ହିତାଧିକାରୀ ମାନେ ଗ୍ୟାସ ଜାଳିବାକୁ ଅକ୍ଷମ ହେବାରୁ ଗ୍ୟାସଦର ପିଛା ୧ହଜାର ଟଙ୍କାରୁ ଉଦ୍ଧ୍ୱର୍ ହୋଇଥିବା ବେଳେ, ହିତାଧିକାରୀମାନେ ଗ୍ୟାସ ଜାଳିବାରୁ ବଞ୍ଚôତ ହୋଇଛନ୍ତି । ଯାହାକି ସରକାରଙ୍କ ପକ୍ଷରୁ ଗ୍ୟାସ ଦର ବୃଦ୍ଧି କରାଯାଉଥିବାରୁ ଏହାର ପ୍ରତିବାଦରେ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକରେ ବିଜେଡ଼ି ତରଫରୁ ବ୍ଲକ ସମ୍ମୁଖରେ ଅନସନ କରାଯିବା ସହିତ ବିଜେଡ଼ି କର୍ମୀମାନେ ବିଭିନ୍ନ ବ୍ଲକ ଆଗରେ ଧାରଣାରେ ବସି ଥିଲେ । କେନ୍ଦ୍ରସରକାର ଗ୍ୟାସକୁ ଅଳ୍ପ ଦରରେ ଯୋଗାଇ ନଦେଲେ ବିଜେଡ଼ି ରାସ୍ତାକୁ ଓହ୍ଲାଇବ ବୋଲି କେନ୍ଦ୍ରସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Related Posts

About The Author

Add Comment