କେନ୍ଦୁଝରରେ ଦନ୍ତା ଆତଙ୍କ

Spread the love
କେନ୍ଦୁଝର, ୩/୨/୨୦ (ସନ୍ଧାନ ନିଉଜ) : ଜିଲ୍ଲାର ପାଟଣା ରେଞ୍ଜରେ ଦନ୍ତା ଆତଙ୍କ । ଗୁରୁବାର ବିଳମ୍ବିତ ରାତିରେ ପାଟଣା ରେଞ୍ଜର ବଡବିଲ, ଜମୁନାଳିଆ, ତାଳସରୁଆ, ହଲଦୀବଟା, ନୂଆଗାଁ, ଦୁବେଇପେଣ୍ଠ ଆଦି ଗ୍ରାମରେ ପଶି 5ରୁ ଊର୍ଦ୍ଧ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରିଛି । ଏଥିସହ ପନିପରିବା ଚାଷ ମଧ୍ୟ ନଷ୍ଟ କରିଥିବା ସୂଚନା ମିଳିଛି ।  ହାତୀଟି ଏବେ ଘୁଣ୍ଟିବେଡା ଗାଁ ନିକଟ ପୁରୁଣା ପାଣି ଜଙ୍ଗଲରେ ଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Related Posts

About The Author

Add Comment