ବାରିପଦା, ୦୨.୦୨.୨୦୨୧(ସନ୍ଧାନ ନିଉଜ୍):- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନା କରିଛନ୍ତି । ଏଥିରେ ଅନେକ ସାମଗ୍ରୀ ଉପରୁ ଟିକସ୍ କମିଛି । ଆଉ କିଛି ଉପରେ ଉତ୍ପାଦ ଶୁଳ୍କ ଓ ଅନ୍ୟ ଟିକସ୍ ଲାଗିଛି । ଆସନ୍ତୁ ନଜର ପକାଇବା କେଉଁ ଜିନିଷ ଶସ୍ତା ଓ କଣ ହେଲା ମହଙ୍ଗା ।
ଶସ୍ତା
ନାୟଲନ କପଡା
ସୁନା
ରୁପା
ଷ୍ଟିଲରେ ପ୍ରସ୍ତୁତ ସାମଗ୍ରୀ
ତମ୍ବା ସାମଗ୍ରୀ
ନାଇଲନ୍ ପୋଷାକ
ମହଙ୍ଗା
ମୋବାଇଲ
ମୋବାଇଲ ଫୋନ୍ ଚାର୍ଜର, ପାର୍ଟସ୍
ଗାଡି ପାର୍ଟସ୍
ଇଲେକ୍ଟ୍ରୋନିକ୍ସ ଉପକରଣ
ଇମ୍ପୋର୍ଟେଡ୍ ବା ବଦେଶରୁ ଆମଦାନୀ ହୋଇଥିବା ପୋଷାକ
ସୋଲାର ଇନଭର୍ଟର, ଅନ୍ୟ ଉପକରଣ
କଟନ୍ ବା ତୁଳା
କ୍ୟାମେରା
ବ୍ୟାଟେରୀ
ପ୍ରିଣ୍ଡେଡ୍ ସର୍କିଟ୍ ବୋର୍ଡ
ଚମଡା ଜୋତା



