ଧର୍ମଶାଳା, ୨୭/୮ (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାଏମା ପଡିଆରୁ ଏକ ଅଜଗର ଉଦ୍ଧାର କରାଯାଇଛି । ଖାଦ୍ୟା ଅଭାସରରେ ନିକଟସ୍ଥ ଜଙ୍ଗଲରୁ ଚାଲିଆସିବା ସନେ୍ଦହ କରାଯାଇଥିବା ବେଳେ ଗ୍ରାମବାସୀ ଦେଖି ସ୍ନେକ୍ ହେଳ୍ପ ଲାଇନ୍କୁ ଖବର ଦେଇଥିଲେ । ପରେ ସାପ ଧରାଳି ତପନ କୁମାର ପୃଷ୍ଟି ପଂହଚି ଅଜଗରକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଚାଡିଦେଇଥିଲେ ।
Related Posts
About The Author
Add Comment