କରଞ୍ଜିଆଁ ଓକିଲ ସଂଘ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ

Spread the love

ସିଙ୍ଗଡ଼ା, 27.11.2020(ଲିଙ୍ଗରାଜ ପଣ୍ଡା): କରଞ୍ଜିଆ ଓକିଲ ସଂଘ ନିର୍ବାଚନ ‘ପାଇଁ । ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ : କୌଣସି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇନାହିଁ। ଫଳରେ ସଭାପତି ପଦ ପାଇଁ ଦୀପକ କୁମାର ଦାସ ଅଧିକାରୀ ଓ ଚକ୍ରଧର ମହାନ୍ତ, ଉପସଭାପତି ପାଇଁ ରମେଶ ଚନ୍ଦ୍ର ମହାନ୍ତ ଓ ମଦନମୋହନ ମହାନ୍ତ, ସାଧାରଣ ସମ୍ପାଦକ ପଦ ପାଇଁ କାହ୍ନୁଚରଣ ଗିରି ଓ ସଞ୍ଜୟ କୁମାର ମିଶ୍ର, ସହ ସମ୍ପାଦକ ପଦ ପାଇଁ ହେମନ୍ତ କୁମାର ମହାନ୍ତ ଓ ରବୀନ୍ଦ୍ର ନାଥ ମହାନ୍ତ, । କୋଷାଧ୍ୟକ୍ଷ ପଦ ପାଇଁ ଯଶୋବନ୍ତ । ନାରାୟଣ ମହାନ୍ତ ଓ ରେଣୁବାଳା ବାରିକ, ୭ଟି ପୁରୁଷ ବୋର୍ଡ ମେମ୍ବର ପଦ ପ୍ରିୟରଞ୍ଜନ ଦାସ, ସପନ କୁମାର ଶତପଥୀ, ଧୀରେନ୍ଦ୍ର କୁମାର ସାହା, ପ୍ରଦୀପ କୁମାର ଚୌଧୁରୀ, ଏମ୍ ବିଟଲ ରାୟ, ପରମେଶ୍ବର ମହାନ୍ତ, ଗଣେଶ୍ବର ଗାଗୁରାଇ ଏବଂ ଗୋଟିଏ ମହିଳା ବୋର୍ଡ ମେମ୍ବର ପଦ ପାଇଁ ସୁବର୍ଣ ଧୁଙ୍ଗିଆ ଓ ସରସ୍ବତୀ ପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ଜଣାପଡ଼ିଛି।

Related Posts

About The Author

Add Comment