କନ୍ଧମାଳର ଅଧିଷ୍ଠାତ୍ରୀ ଦେବୀ ମା ବରାଳ ଦେବୀ

Spread the love

କନ୍ଧମାଳର ଅଧିଷ୍ଠାତ୍ରୀ ଦେବୀ ମା ବରାଳ ଦେବୀ ଇତିହାସ ଖୋଜିଲେ ଜଣା ପଡେ ଯେ ୬୦୦ ବର୍ଷ ପୂର୍ବେ କନ୍ଧମାଳର ବଲସ ଗୁମ୍ଫା ଠାରେ ପ୍ରତିଷ୍ଠିତ ହୋଇଥିଲା I ବୌଦ୍ଧ ରାଜା ବନମାଳୀ ସିଂହଦେଓ ବାଲିଗୁଡାର ମହସୀଙ୍କି ଠାରେ ଖେମୁଣ୍ଡି ରାଜାଙ୍କୁ ଯୁଦ୍ଧରେ ପରାସ୍ତକରି ମା ବରାଳ ଦେବୀଙ୍କୁ ବୌଦ୍ଧ ରୁ ନେଇ ଯାଉଥିବାବେଳେ ପ୍ରିୟାଗଡ଼ରେ ରହିଯାଇଥିଲେ ମା I ସେହି ଦିନ ଠାରୁ ମା ପୂଜା ପାଉଛନ୍ତି ଏହିଠାରେ I

Related Posts

About The Author

Add Comment