କନ୍ତପଡ଼ା ସରସ୍ବତୀ ଶିଶୁମନ୍ଦିରରେ ଗୁରୁଦିବସ ପାଳନ

Spread the love

ଯାଜପୁର /୦୬/୦୯ (ସନ୍ଧାନ ନିୟୁଜ)(ସାଗରୀକା ଦଳାଇ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ଅଧିନ କନ୍ତପଡାସ୍ଥିତ ରାଇଛନ୍ଦା ଶିଶୁ ମନ୍ଦିର ପରିସରରେ “ଗୁରୁଦିବସ” ପାଳନ ହୋଇଯାଇଛି । ଏହି ଦିବସରରେ ମୁଖ୍ୟ ଅତିଥି ଭାବେ ପ୍ରଫୁଲ ଚନ୍ଦ୍ର ଗଢାଇ ହାଇସ୍କୁଲ୍ ,ଅମୃତ ମଣୋହୀର ପ୍ରଧାନ ଶିକ୍ଷକ ଅଜୟ କୁମାର ପରିଡା,ସମ୍ମାନନୀୟ ଅତିଥି ଭାବେ ଗଣେଶ୍ବର ପଲେଇ,ଅରୁଣ କୁମାର କାୟସ୍ତ,ଅଭିରାମ ରାଉତ,ନନ୍ଦକିଶୋର ରାଉତ,ଦିଲ୍ଲିପ କୁମାର ରାଉତ,ସୁବାଶ ଖଟୁଆ,କୃଷ୍ଣଚନ୍ଦ୍ର ଦାସ ଏବଂ ଅଟଳ ବିହାରୀ ରାଉତ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ବାବୁଲି ରାଉତ ସଭା ପରିଚାଳନା କରିଥିଲେ । ପଙ୍କଜ ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ । ସଭାରେ ଗୁରୁମା ଭାଗ୍ୟଶ୍ରୀ ବେହେରା, ମାମିନା ଖଟୁଆ, ପ୍ରଭାସିନୀ ପରିଡ଼ା, ସଂଗୀତା ପ୍ରଧାନ, ଜଲ୍ଲୀ ମଲ୍ଲ, କୁମୁଦୁନି ମଲ୍ଲିକଙ୍କ ସମେତ ଗୁରୁଜୀ ଓ ଗୁରୁମା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏଥିରେ ଗୁରୁଜୀ ଓ ଗୁରୁମାମାନେ ବହୁତ ମୂଲ୍ୟବାନ୍ ସମୟ ଦେଇ ଉପଦେଶ ଦେଇଥିଲେ ।

Related Posts

About The Author

Add Comment