ପଞ୍ଜାବରେ ଟପର ହେଲେ ଓଡ଼ିଆ ଝିଅ ଖୁସି ସାମନ୍ତରାୟ

Spread the love

ଚଣ୍ଡିଖୋଲ,  ୧୬/୫ (ସନ୍ଧାନ ନିୟୁଜ) : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ କ୍ଷେତ୍ରପାଳ ଗ୍ରାମର ସୁବାସ ଓ ରଶ୍ମିତା ସାମନ୍ତରାୟଙ୍କ ଝିଅ ଖୁସି ସାମନ୍ତରାୟ ପଂଜାବରେ ଦଶମ ଶ୍ରେଣୀ ଆ.ଇ.ସି.ଏସଇ ପରୀକ୍ଷାରେ ୯୮ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ଓ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଛନ୍ତି । ସୁଶ୍ରୀ ସାମନ୍ତରାୟ ପଂଜାବର ନୱାନ ସହରରେ ସେଂଟ୍ ଯୋଶେଫ୍ ବିଦ୍ୟାଳୟରେ ରହି ଅଧ୍ୟୟନ କରୁଥିଲେ । ଅଂଚଳ ବାସୀଙ୍କ ପକ୍ଷର ଖୁସିଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉନ୍ନତି କାମନା କରିଛନ୍ତି ।

Related Posts

About The Author

Add Comment