ଓଡିଶା ରେ ଗ୍ୟାସ ସିଲିଣ୍ଡର ର ଅଭାବ ନାହିଁ

Spread the love

ମଧ୍ୟ ପ୍ରାଚ୍ୟ ରେ ଯୁଦ୍ଧ ପାଇଁ ରୋଷେଇ ଗ୍ୟାସ ର ଅଭାବ ସାରା ଭାରତ ରେ ପରିଲକ୍ଷିତ ହେଉ ଥିବା ବେଳେ ଓଡିଶା ରେ ଏହାର ପ୍ରଭାବ ନାହିଁ ବୋଲି ମୂଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି। ସଚିବାଳୟ ରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହା କହିଛନ୍ତି ମୂଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ। ଏହି ବୈଠକ ରେ ଶିଳ୍ପ ସଚିବ, ଶକ୍ତି ସଚିବ, ପ୍ରଶାସନିକ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗ ସଚିବ ଉପସ୍ଥିତ ରହି ଓଡିଶା ରେ ରୋଷେଇ ଗ୍ୟାସ ର ଅଭାବ ନାହିଁ ବୋଲି ମତ ଦେଇଥିଲେ। କଳାବଜାରୀ କରୁଥିବା ବ୍ୟକ୍ତି ଙ୍କ ବିରୁଦ୍ଧ ରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଚେତାବନୀ ଦେଇ ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନ୍ୟୁଜ୍ ଅନୁସନ୍ଧାନ।

Related Posts

About The Author

Add Comment