ଚରଣ ଦାସ ଙ୍କ ନେତୃତ୍ୱ ରେ ମିଳିତ ବିରୋଧୀ ଦଳ ରାଜ୍ୟପାଳ ଙ୍କୁ ଭେଟି କଟକ ଜିଲ୍ଲାର ଥିବା ବଡ ମେଡିକାଲରେ ହୋଇ ଥିବା ଅଗ୍ନି କାଣ୍ଡ, ଓ ରୋଗୀ ଙ୍କ ସେବା ସଂପର୍କ ରେ ହୋଇଥିବା ଦୁର୍ନୀତି ସଂପର୍କ ରେ ଦାବି କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି ସହ୍ମ୍ ମୃତକ ଙ୍କ ପରିବାର କୁ ଗୋଟିଏ ଚାକିରି। ଓ ଏକ କୋଟି ଟଙ୍କା ସାହାଯ୍ୟ ଦେବା ପାଇଁ ସରକାର ଙ୍କ ନିକଟ ରେ ଦାବି କରିଥିଲେ। ଯଦି ସରକାର ଏବିଷୟରେ ଯୁଗାନ୍ତ କାରୀ ପଦ୍ୟକ୍ଷେପ୍ନ ନ ନିଅନ୍ତି ଟେବେ ଆମେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନ୍ୟୁଜୁ ଅନୁସନ୍ଧାନ।
ଓଡିଶା ବିରୋଧୀ ଦଳ ପକ୍ଷରୁ ରାଜ୍ୟପାଳ ଙ୍କୁ ଦେଲେ ସ୍ମାରକ ପତ୍ର
|
April 1, 2026 |



