ଏନଏସି ମାର୍କେଟରେ ଅଗ୍ନିକାଣ୍ଡ, ବହୁ ଆସବାବପତ୍ର ପୋଡି ପାଉଁଶ

Spread the love

ରାଉରକେଲା, ୧୩/୧୨ (ସନ୍ଧାନ ନିୟୁଜ) : ରାଉରକେଲା କୋଏଲ ନଗରରେ ଥିବା ଏନଏସି ମାର୍କେଟର 119 ନମ୍ବର ଦୋକାନରେ ନିଆଁ ଲାଗି ବହୁ ଆସବାବପତ୍ର ପୋଡି ଯାଇଛି । ଦୋକାନରେ ଥିବା ଦୁଇଟି ଗ୍ୟାସ ସିଲିଣ୍ଡର ଲିକ ହୋଇ ନିଆଁ ଲାଗି ଯିବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଦୁଇଟି ଦମକଳଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ ଦୋକାନର ଫ୍ରିଜ, ଫର୍ନିଚର ସହ ବହୁ ଆସବାବପତ୍ର ପୋଡି ଯାଇଛି ।

Related Posts

About The Author

Add Comment