ସୁନ୍ଦରଗଡ଼ ତା ୨୪-0୯-୨0୨୫ରିଖ ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବିଗତ ୫ବର୍ଷ ରୁ ଅଧିକ ହେବ ବାଲିଶଙ୍କରା ବ୍ଲକ ଦେଓ ଭୁବନପୁର ଗ୍ରାମ ପଞ୍ଚାୟତ ର ସାମ୍ନା ରେ ଏକ ଉଠା ଜଳ ପ୍ରକଳ୍ପ ର କାମ ଆରମ୍ଭ କରିଥିବା ବେଳେ ତାହା ଅଧାପନ୍ତରିଆ ଭାବରେ ପଡି ରହିଥିବା ଦେଖିବାକୁ ମିଳିଛି l ସରକାର ଜନ ସାଧାରଣ ଙ୍କ ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏପଟେ ଠିକାଦାର ମାନେ ଅଯଥା ଖର୍ଚ୍ଚ କରି ଚାଲିଥିବା ଜନ ସାଧାରଣ ଙ୍କ ପ୍ରକାଶ ରୁ ଜଣା ପଡିଛି l ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବା ସଙ୍ଗେ ଅଧା ପନ୍ତରିଆ ପଡ଼ିଥିବା କାମ କୁ ସମ୍ପୂର୍ଣ କରିବା ପାଇଁ ଜନ ସାଧାରଣ ପ୍ରଶାସନ କୁ ଦାବି କରିଛନ୍ତି
ଉଠାଜଳ ପ୍ରକଳ୍ପ କାମ ଠପ, ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା କ୍ଷତି ପ୍ରଶାସନ ରହିଛି ନିରବ l
|
September 24, 2025 |



