ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ

Spread the love
ଭୁବନେଶ୍ୱର, ୨୩/୦୩ (ସନ୍ଧାନ ନିୟୁଜ) : ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିଛି। ରାଜ୍ୟରୁ କୌଣସି ବସ୍‌ ବାହାରି ରାଜ୍ୟକୁ ଗଡ଼ିବ ନାହିଁ। ଏନେଇ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି।

Related Posts

About The Author

Add Comment