ଆଇଏଏସ ବିଜୟ କେତନଙ୍କୁ ଜାମିନ

Spread the love
ଭୁବନେଶ୍ଵର,  ୩/୨/୨୦ (ସନ୍ଧାନ ନିଉଜ) : ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଜାମିନ ମିଳିଛି। ଓଡ଼ିଶା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ବୋଲି ହାଇକୋର୍ଟ କହିଛନ୍ତି।

Related Posts

About The Author

Add Comment