ଅତ୍ୟନ୍ତ ଦୁଃଖଦ ଖବର ! ସାମ୍ବାଦିକ ଜିମୁତ ମଙ୍ଗରାଜ ଦୃଘଟଣାରେ ମୃତ୍ୟୁ

Spread the love
ଭୁବନେଶ୍ୱର, ୨୭/୦୬/୨୦୨୧ (ସନ୍ଧାନ ନିଉଜ) : ସାମ୍ବାଦିକ, ରାଜନୀତି ସମୀକ୍ଷକ ତଥା ସୁଲେଖକ ଡ଼ ଜୀମୂତ ମଙ୍ଗରାଜଙ୍କର ଆକସ୍ମିକ ମୃତ୍ୟୁରେ  ସମଗ୍ର ଓଡିଶା ସାମ୍ବାଦିକ ଜଗତ ସ୍ତବ୍ଧ. କିଛି ଘଣ୍ଟା ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ଭୁବନେଶ୍ବର – ଖୋର୍ଦ୍ଧା ଜାତୀୟ ରାଜପଥ ଯାଆଁଳା ଫାଣ୍ଡି ନିକଟରେ ଏକ  ସ୍କୁଟି ଦ୍ଵାରା ଖୋର୍ଦ୍ଧାରୁ ଭୁବନେଶ୍ଵର ଫେରୁଥିବା ସମୟରେ ଏକ ଟ୍ରକ ତାଙ୍କ ସ୍କୁଟି ଉପରେ ଧକ୍କା ଦେବା ଫଳରେ ସେହି ଠାରେ ତାଙ୍କର ମୃତ୍ୟୁ ଘଟିଥିଲା.

Related Posts

About The Author

Add Comment