ଭତ୍ତା ଟଙ୍କା ପାଇଁ ବାପାକୁ ପିଟି ମାରିଲା ନିଶାସକ୍ତ ପୁଅ

Spread the love     ବାରିପଦା ୧୫/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ତିରିଂ ଥାନା ବଡ଼ ଭୁଣ୍ଡୁ ଗ୍ରାମର ତାଳସା ଗ୍ରାମରେ ନିଜ ଜନ୍ମ କରା ପୁତ୍ର ରତନ ଟୁଡୁ (୪୬)ମଦ ପିଇବା ପାଇଁ ଭତା ଟଙ୍କା ନ ଦେବାରୁ ଏକୁଟିଆ ର ସୁଯାଗ ନେଇ ବାପାକୁ ପିଟି ପିଟି ମାରି ଦେଇ ଥିବା ଜଣାପଡିଛି।ସୂଚନା ଅନୁଯାୟୀ ଉକ୍ତ ତାଳସା ଗ୍ରାମର ସର୍ଗତ ସୁରେଇ ଟୁଡୁର ପୁତ୍ର ଶାମୁ ଟୁଡ଼ୁ (୭୦)ଗାଁ ଠାରୁ କିଛି ଦୂରରେ ଏକ ନିଛାଟିଆ ଜାଗାରେ ଘର କରି ରୁହେ ଶାମୁ କୌଣସି କାରଣରୁ ଚାଲି ନ ପାରି ଘୁଷୁରୀ ଘୁଷୁରୀ ଦାଣ୍ଡରେ ଯିବା ଆସିବା କରିଥାଏ । କେତେବେଳେ କେମିତି ଗାଁ ଲାକେ ଦେଖୁଲେ ଖାଇବା ପାଇଁ ଦେଇ ଥାନ୍ତି । କିନ୍ତୁ ପୁତ୍ର ରତନ ଟୁଡୁ ସବୁବେଳେ ନିଶାଶକ୍ତ ଅବସ୍ଥାରେ ରହି ବାପାକୁ ଖାଇ ବାକୁ ଦିଏ ନାହିଁ ।ଏନେଇ ଗାଁ ଲୋକେ ବହୁ ବାର ପୁଆ ରତନ … Continue reading ଭତ୍ତା ଟଙ୍କା ପାଇଁ ବାପାକୁ ପିଟି ମାରିଲା ନିଶାସକ୍ତ ପୁଅ