Spread the love614 614Sharesବିଜେପି ଓ କଂଗ୍ରେସ ଅଭିଯୋଗ କରୁନାହାନ୍ତି କଣ ପାଇଁ? ରସୁଲପୁର,୧/୪ (ସନ୍ଧାନ ନିୟୁଜ) ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରସୁଲପୁର ବ୍ଲକରୁ ୯ଗୋଟି ପଂଚାୟତ ସାମିଲ ହୋଇଛି । ଏହି ପଂଚାୟତ ଗୁଡିକ ମଧ୍ୟରୁ ନଠୁଆବର ପଂଚାୟତରେ ଆଦର୍ଶ ଆଚରଣବିଧି ଉଲଙ୍ଘନ ହୋଇଛି । ଏହି ପଂଚାୟତ କୃଷ୍ଣପଡା ଗ୍ରାମର ଗ୍ରାମଦେବତୀ କୁଆଶୁଣୀ ମନ୍ଦିର ବିଜେଡି କବ୍ଚାରେ ରହିଛି । ଏହି ମନ୍ଦିର ମୁଖଶାଳା ଗୃହ କାନ୍ଥରେ ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖ ଅଙ୍କାଯାଇଥିବା ଲକ୍ଷ୍ୟ କରାଯାଇଛି । ଏଥିସହ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାଏଙ୍କ ନାମ ମଧ୍ୟ କାନ୍ଥରେ ଅଙ୍କାଯାଇଥିବା ଚିତ୍ରରେ ଉଲ୍ଲେଖ ରହିଛି । ଏ ଦିଗରେ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି । ପ୍ରକାଶ ଯେ ଚଳିତ ସାଧାରଣ ନିର୍ବଚାନ ପାଇଁ ସମଗ୍ର ରାଜ୍ୟ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି । ଏହି ବିଧି ମୁତାବକ ରାଜନୈତିକ ଦଳ … Continue reading ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ: ମନ୍ଦିର କାନ୍ଥରେ ବିଜେଡି ନିର୍ବାଚନୀ ଚିହ୍ନ, ନିର୍ବାଚନ ଅଧିକାରଙ୍କ ନଜର ପଡୁନି
Copy and paste this URL into your WordPress site to embed
Copy and paste this code into your site to embed