୨୪/୧୨/୨୦୧୧ (ସନ୍ଧାନ ନିଉଜ) ଦକ୍ଷିଣାଞ୍ଚଳ ବାଂଲାଦେଶରେ ଗୋଟିଏ ଛୋଟ ଜାହାଜରେ ନିଆଁ ଲାଗିଯାଇଛି । ଫଲରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ଏହାସହିତ ଶତାଧିକ ଲୋକ ଆହତ ହୋଇଥିବା ଜଣାପଡିଛି ।  ସୂଚନା ଅନୁସାରେ Archive