୦୭/୦୬/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟିର ଇପିଗୁଡା ଛକଠାରେ ବୁଧବାର ସନ୍ଧ୍ୟା ରେ ଗୋଟିଏ ପେଟ୍ରୋଲ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି Archive